ପଲ୍ୟୁସନ୍ ସାର୍ଟିଫିକେଟ୍ ପ୍ରସଙ୍ଗରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଆନ୍ଦୋଳନ।
ପଲ୍ୟୁସନ୍ ସାର୍ଟିଫିକେଟ୍ ନାହିଁ ତ ତେଲ ନାହିଁ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରାଯାଉ।
ସରକାରଙ୍କ ତୋଗଲକି ନିଷ୍ପତ୍ତି ରାଜ୍ୟବାସୀଙ୍କୁ ଦହଗଞ୍ଜ କରି ସାରିଲାଣି। ଏହି ବିବାଦୀୟ ନିଷ୍ପତ୍ତି ସରକାର ପ୍ରତ୍ୟାହାର ନକଲେ, ଆନ୍ଦୋଳନକୁ ରାଜ୍ୟବ୍ୟାପୀ କରାଯିବବୋଲି ଧାମ ଦିଆ ଯାଇଛି।