-ଭେନେଜୁଏଲା ଉପରେ ଏୟାର ଷ୍ଟ୍ରାଇକ୍ ପରେ ଟ୍ରମ୍ପଙ୍କ ପ୍ରଥମ ସମ୍ବୋଧନ
-ଭେନେଜୁଏଲାର ଏକଛତ୍ରବାଦୀ ନେତା ଥିଲେ ନିକୋଲାସ ମାଦୁରୋ
-ଏବେ ଆମ କବ୍ଜାରେ ଅଛନ୍ତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀ.
-ଆମେରିକୀୟ କୋର୍ଟରେ ମାଦୁରୋ ବିରୋଧରେ କେସ୍ ଚାଲିବ
-କାଲି ରାତିରେ ଆମ ସୈନ୍ୟ ସଫଳ ଅପରେସନ କରିଛନ୍ତି
-ଏକଛତ୍ରବାଦୀ ନେତାଙ୍କୁ ହଟାଇବାକୁ ଏହି ଅପରେସନ କରିଥିଲୁ
-ଆମେ ଯାହା କରି ଦେଖାଇଲୁ ତାହା ଅନ୍ୟ କୌଣସି ଦେଶ କରି ପାରିବେନି
-ସମୁଦ୍ର ପଥରେ ଆସୁଥିବା ୯୭% ଡ୍ରଗ୍ସ ନଷ୍ଟ କରାଗଲା- ଟ୍ରମ୍ପ.
-ଏବେ ଆମ ନିୟନ୍ତ୍ରଣରେ ଭେନେଜୁଏଲା, ଆମେ ଏହାକୁ ଚଳାଇବୁ





