-ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ ଯାଉଛି-ଭାରତ ସରକାର ଅଷ୍ଟମ ବେତନ କମିଶନର ସୁପାରିଶକୁ ଗ୍ରହଣ କରିଛନ୍ତି-ଏହା ଦ୍ୱାରା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୨୦ରୁ ୩୫ ପ୍ରତିଶତ ଦରମା ବୃଦ୍ଧି ହୋଇପାରେ