-ହ୍ୟୁମାନ ସାଗର ମୃତ୍ୟୁକୁ ନେଇ ମା’ ଶେଫାଳୀଙ୍କ ଏତଲା ପ୍ରସଙ୍ଗ
-କଟକ ଡିସିପି ଋଷିକେଶ ଖିଲାରୀଙ୍କ ପ୍ରତିକ୍ରିୟା
-ଏତଲା ଆଧାରରେ ତଦନ୍ତ କରାଯାଉଛି କହିଲେ
-‘ଏତଲାରେ ଥିବା ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବେ’
-‘ମେଡିକାଲ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଛି’
-‘ରିପୋର୍ଟ ଆସିବା ପରେ ତର୍ଜମା କରାଯିବ’