• About
  • Advertise
  • Privacy & Policy
  • Contact
Friday, January 16, 2026
OD Times
Advertisement
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
OD Times
No Result
View All Result
Home Uncategorized

ଭୂକମ୍ପ ଝଟକାରେ ଥରିଲା ତାଇୱାନ

OD Times by OD Times
December 24, 2025
in Uncategorized
0
0
SHARES
0
VIEWS
Share on FacebookShare on Twitter

ଭୂକମ୍ପ ଝଟକାରେ ଥରିଲା ତାଇୱାନ। ଦକ୍ଷିଣ-ପୂର୍ବ ଉପକୂଳରେ ଅବସ୍ଥିତ ତାଇତୁଙ୍ଗ ସହରରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ସେଣ୍ଟ୍ରାଲ ଓ୍ବେଦର ଆଡମିନଷ୍ଟେ୍ରସନ୍ (CWA) ଅନୁଯାୟୀ, ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିଲା। ଲେଖାଯିବା ପର୍ଯ୍ୟନ୍ତ, କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର କୌଣସି ସରକାରୀ ରିପୋର୍ଟ ମିଳିନାହିଁ।CWA ରିପୋର୍ଟ ଅନୁସାରେ ଭୂମିକମ୍ପର କେନ୍ଦ୍ରସ୍ଥଳ ତାଇତୁଙ୍ଗ କାଉଣ୍ଟି ହଲ୍‌ଠାରୁ ପ୍ରାୟ ୧୦.୧ କିଲୋମିଟର ଉତ୍ତରରେ ଅବସ୍ଥିତ ଥିଲା। ସେଭଳି ଏହାର ଗଭୀରତା ଭୂତଳଠାରୁ ୧୧.୯ କିଲୋମିଟର ରେକର୍ଡ କରାଯାଇଛି। ଗଭୀରତା ଅଧିକ ଥିବା ଯୋଗୁଁ, ଭୂମିକମ୍ପର ଝଟକା ବିସ୍ତୃତ ଅଞ୍ଚଳରେ ଅନୁଭୂତ ହୋଇଥିଲା। ରାଜଧାନୀ ତାଇପେରେ, ଅନେକ ବଡ଼ ବଡ଼ କୋଠା କିଛି ସମୟ ପାଇଁ ଥରି ଉଠିଥିଲା ଯାଇଥିଲା, ଯାହା ଫଳରେ କାର୍ଯ୍ୟାଳୟ ଏବଂ ଆବାସିକ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା।

Previous Post

ରାତିରେ ଗାଁ ରେ ଭାଲୁ ପଲ l ସଂନ୍ଧ୍ୟା ହେଲେ ଗ୍ରାମରେ ପଡୁଛି ତାଟି କବାଟ ଭାଲୁ ଆତଙ୍କରେ ଗ୍ରାମବାସୀ ଆତଙ୍କିତ। ସଂନ୍ଧ୍ୟା ହେଲେ ଗ୍ରାମରେ ପଡୁଛି ତାଟି କବାଟ l ଏପରି ଦୃଶ୍ୟ ଦେଖିବାକୁ ମିଳିଛି କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ଅନ୍ତର୍ଗତ କୋଇମେଟଲା, ଏମଭି୬୭, ଏମପିଭି ୬୨, ଏମପିଭି ୩୩, ମାରଣପଲ୍ଲୀ ଗ୍ରାମରେ । କିଛି ଦିନ ଧରି ଏଠାରେ ଭାଲୁ ଦଳ ଆତଙ୍କ ଖେଳାଇଛନ୍ତି l କାହାର କବାଟ ଭାଙ୍ଗି ଘରେ ପଶି ତେଲ ଖାଉଛି ତ, କାହା ଘରେ ପଶି ଭାତହାଣ୍ଡିରୁ ଭାତ ଖାଇଲେଣି । ମଧ୍ୟରାତ୍ରରେ ଭାଲୁମାନେ ଗ୍ରାମରେ ପଶୁଥିବା ଜଣା ଯାଇଛି l ଗତ ୩ ଦିନ ତଳେ ଏମପିଭି ୩୩ ଗ୍ରାମ, ଗତ ଦୁଇ ଦିନ ତଳେ ଏମପିଭି ୬୨, କୋଇମେଟଲା ଗ୍ରାମରେ ଆତଙ୍କ ଖେଳାଇ ଥିଲା ବେଳେ ଗତ ରାତିରେ ଏମଭି ୬୭ ଗ୍ରାମର ପୁଲିନ ରାୟ, ଦୁଲାଲ ମଣ୍ଡଳ, ନାରାୟଣ ସିଲ ଏବଂ ପ୍ରକାଶ ମହାଜନଙ୍କ ରୋଷେଇ ଘର ମଧ୍ୟରେ ପଶି ବିଭିନ୍ନ ସାମଗ୍ରୀ ନଷ୍ଟ କରିଛନ୍ତି । ଏହାକୁ ନେଇ ଗ୍ରାମରେ ଆତଙ୍କ ଖେଳି ଯାଇଛି । ଜଙ୍ଗଲ ସଫା ହେବା ଏମାନଙ୍କ ପାଇଁ ଖାଦ୍ୟ ଅଭାବରୁ ଗ୍ରାମ ମୁହାଁ ହୋଇଛନ୍ତି ଏମାନେ । ଗ୍ରାମବାସୀ ମାନେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଆଉ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି l

Next Post

ମର୍ମନ୍ତୁଦ ଦୁର୍ଘଟଣା

OD Times

OD Times

Next Post

ମର୍ମନ୍ତୁଦ ଦୁର୍ଘଟଣା

Leave a Reply Cancel reply

Your email address will not be published. Required fields are marked *

Stay Connected test

  • 23.9k Followers
  • 99 Subscribers
  • Trending
  • Comments
  • Latest

ଏଡିଟ ଦେବଜିତ୍ ନନ୍ଦୀ ଙ୍କ ବଢିଲା ଅଡୁଆ ତଦନ୍ତ କରିବ ୫ ଜଣିଆ କମିଟି ଏଡିସିିିଙ୍କୁ ଏଡିଟି ପଦବୀରେ ଥଇଥାନ ଘଟଣା

January 4, 2026

ଭୁବନେଶ୍ୱରର ଧୌଳି ଗାର୍ଡେନ୍‌ରେ ବିଶ୍ୱ ସମ୍ମିଳନୀ

December 21, 2025
ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

August 19, 2025

କ୍ୟାପିଟାଲ ରିଜିଅନ ୬ ଲେନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର

August 19, 2025
The Legend of Zelda: Breath of the Wild gameplay on the Nintendo Switch

The Legend of Zelda: Breath of the Wild gameplay on the Nintendo Switch

0
Shadow Tactics: Blades of the Shogun Review

Shadow Tactics: Blades of the Shogun Review

0
macOS Sierra review: Mac users get a modest update this year

macOS Sierra review: Mac users get a modest update this year

0
Hands on: Samsung Galaxy A5 2017 review

Hands on: Samsung Galaxy A5 2017 review

0

ଧଉଳିଗଣଦୁଷ୍କର୍ମ ଆଉ ଜଣେ ଗିରଫ

January 16, 2026

ନିପା’ ଭାଇରସ୍‌କୁ ନେଇ ସ୍ୱାସ୍ଥ୍ୟ ବିଭାଗ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ

January 16, 2026

ବିଧାନସଭା କ୍ଷେତ୍ର ପୁନର୍ଗଠନ ଚର୍ଚ୍ଚା

January 15, 2026

ସରକାରୀ ଚାକିରିଆ ସାବଧାନ ।ବାପାମା’ଙ୍କୁ ନପଚାରିଲେ କଟିଯିବ ଦରମା।

January 15, 2026

Recent News

ଧଉଳିଗଣଦୁଷ୍କର୍ମ ଆଉ ଜଣେ ଗିରଫ

January 16, 2026

ନିପା’ ଭାଇରସ୍‌କୁ ନେଇ ସ୍ୱାସ୍ଥ୍ୟ ବିଭାଗ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ

January 16, 2026

ବିଧାନସଭା କ୍ଷେତ୍ର ପୁନର୍ଗଠନ ଚର୍ଚ୍ଚା

January 15, 2026

ସରକାରୀ ଚାକିରିଆ ସାବଧାନ ।ବାପାମା’ଙ୍କୁ ନପଚାରିଲେ କଟିଯିବ ଦରମା।

January 15, 2026
OD Times

We bring you the best News Portal that you find for news, magazine, personal blog, etc. Check our landing page for details.

Follow Us

Browse by Category

  • Application
  • Fashion
  • Gadget
  • Gaming
  • Mobile
  • Review
  • Startup
  • Technology
  • Uncategorized
  • ଖାଦ୍ୟ
  • ଖେଳ
  • ଜୀବନଚର୍ଯ୍ୟା
  • ନ୍ୟୁଜ୍
  • ପର୍ବପର୍ବାଣୀ
  • ବିଜ୍ଞାନ
  • ବିଦେଶ
  • ବ୍ୟବସାୟ
  • ଭ୍ରମଣ
  • ମନୋରଞ୍ଜନ
  • ରାଜନୀତି
  • ସଂଗୀତ
  • ସିନେମା
  • ସ୍ୱାସ୍ଥ୍ୟ

Recent News

ଧଉଳିଗଣଦୁଷ୍କର୍ମ ଆଉ ଜଣେ ଗିରଫ

January 16, 2026

ନିପା’ ଭାଇରସ୍‌କୁ ନେଇ ସ୍ୱାସ୍ଥ୍ୟ ବିଭାଗ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ

January 16, 2026
  • About
  • Advertise
  • Privacy & Policy
  • Contact

© 2025 OD Times - Popular News Portal, Design by Kartikdesign.

No Result
View All Result
  • Home
  • ବ୍ୟବସାୟ
  • ରାଜନୀତି
  • ବିଦେଶ
  • Fashion

© 2025 OD Times - Popular News Portal, Design by Kartikdesign.