– ଭୁବନେଶ୍ୱର: ଛୁଟିରେ ଯାଇ ଝାରପଡ଼ା ଜେଲ୍କୁ ଫେରୁ ନାହାନ୍ତି ୨ କଏଦୀ
– ହତ୍ୟାକାରୀ ଫୁଲବାଣୀର ସୁଶୀଲ ଦିଗଲ ବର୍ଷେ ହେଲା ଜେଲ୍ ଫେରିନି
– ଦୁଷ୍କର୍ମକାରୀ ଢେଙ୍କାନାଳର ରଞ୍ଜିତ ନାୟକ ଅକ୍ଟୋବର ମାସରୁ ଫେରାର
– ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିଲା ସୁଶୀଲ
– ଦୁଷ୍କର୍ମ ମାମଲାରେ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ଥିଲା ରଞ୍ଜିତ
– ରାଜ୍ୟର ବିଭିନ୍ନ ଜେଲ୍ରୁ ୫୦ରୁ ଊର୍ଦ୍ଧ୍ୱ କଏଦୀ ଛୁଟିରେ ଯାଇ ଫେରି ନାହାନ୍ତି
– ଯାହାକୁ ନେଇ ହାଇକୋର୍ଟ ମଧ୍ୟ ଉଦ୍ବେଗ ପ୍ରକାଶ କରିଥିଲେ




