⭕
- ଶିକ୍ଷାନୁଷ୍ଠାନଗୁଡିକର ଅବ୍ୟବସ୍ଥାକୁ ନେଇ ପୂର୍ବତନ SC/ST ମନ୍ତ୍ରୀଙ୍କ ଉଦ୍ବେଗ
- ହତ୍ୟା ପାଇଁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତାଙ୍କୁ ଦାୟୀ କଲେ ପରମା ପୂଜାରୀ
- ‘ଶିକ୍ଷାନୁଷ୍ଠାନରେ ପିଲାଙ୍କ ଜୀବନ ଚାଲିଯିବା ନିନ୍ଦନୀୟ ଘଟଣା’
- ‘SC/ST ପିଲାଙ୍କ ପ୍ରତି ହେଉଥିବା ଘଟଣା ଅତ୍ୟନ୍ତ ଦୁଃଖ ଓ ଯନ୍ତ୍ରଣାଦାୟକ’
- ‘ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ତଦାରଖ କରିବା ଉଚିତ’
- ‘ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବା ଦରକାର’
- ‘ପିଲାଙ୍କ ଭବିଷ୍ୟତ ଗଢିବାକୁ ଶିକ୍ଷାନୁଷ୍ଠାନକୁ ଅଭିଭାବକ ଛାଡୁଛନ୍ତି’
- ‘ପରିଚାଳନା ତ୍ରୁଟି ଯୋଗୁଁ ପିଲାଙ୍କ ଜୀବନ ଯାଉଛି’
- ‘ଆଦିବାସୀ ଛାତ୍ରଙ୍କୁ ସୁରକ୍ଷା ଦେବାକୁ ଦାବି କଲେ ପୂର୍ବତନ ମନ୍ତ୍ରୀ’




