– ଭୁବନେଶ୍ବରରେ ଜରୁରୀ ଅବତରଣ କଲା ବାରଣାସୀ ଯାଉଥିବା ବିମାନ
– ଖରାପ ପାଗ ଯୋଗୁଁ ବିମାନର ଜରୁରୀକାଳିନ ଅବତରଣ
– କୁହୁଡି ପାଇଁ ମୁମ୍ବାଇ-ବାରଣାସୀ ଏୟାର ଇଣ୍ଡିଆ ବିମାନର ରୁଟ୍ ଡାଇଭର୍ଟ
– ଅତ୍ୟଧିକ କୁହୁଡି କାରଣରୁ ବାରଣାସୀର ଲ୍ୟାଣ୍ଡିଂ କରିପାରିଲାନି ବିମାନ
– ଏୟାର ଲାଇନ୍ସ ପକ୍ଷରୁ ଯାତ୍ରୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି
– କୁହୁଡି ପାଇଁ ଭୁବନେଶ୍ବରରୁ ୩ଟି ବିମାନ ବାତିଲ ହୋଇଥିବା ସୂଚନ
ା




