⭕ ଚନ୍ଦକାର ଅସୁସ୍ଥ ଦନ୍ତାହାତୀକୁ ରେସ୍କ୍ୟୁ ଓ ଟ୍ରାଙ୍କୁଲାଇଜ ପାଇଁ ୩ ଟିମ୍ ଭାଲୁଙ୍କା ଜଙ୍ଗଲର ଆଖପାଖ ଅଞ୍ଚଳରେ ବୁଲୁଛି ଅସୁସ୍ଥ ଦନ୍ତା ହାତୀର ବାମ ଗୋଡ ଫୁଲିଛି; ଡ୍ରୋନ ଜରିଆରେ ଲୋକେଶନ ଟ୍ରାକ୍ ପ୍ରୟାସ ଗତକାଲି ରେସ୍କ୍ୟୁ ସମୟରେ ଫରେଷ୍ଟରଙ୍କ ସମେତ ୨ ଜଣ ଆହତ ହୋଇଥିଲେ