ହୃଦ ଘାତରେ ଚାଲିଗଲା ନାବାଳୀକାଙ୍କ ଜୀବନ ଜିଲ୍ଲା ବାଦାମପାହାଡ଼ ଥାନା ମୟୂରଭଂଜ ଗ୍ରାମପଞ୍ଚାୟତ କୁମୁଡ଼ାଶୋଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଲକ୍ଷ୍ମୀଧର ସୋରେନଙ୍କ ଝିଅ ମଧୁସ୍ମିତା (୧୫) ହଠାତ୍ ପାଟି କରି ଉଠିଲା ମାଆ ମୋ ଛାତି ମୁଣ୍ଡ ବହୁତ୍ ବ୍ୟଥା ହେଉଛି କହି ତଳେ ପଡ଼ିଯାଇଥିଲେ। ସମସ୍ତେ ଧାଇଁ ଆସି ଝିଅକୁ ଉଠାଇ ସଙ୍ଗେସଙ୍ଗେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ମୃତ ଘୋଷଣା କରିଥିଲେ ।ବୁଝୁ ବୁଝୁ ଜଣା ପଡିଲା ହୃଦ ଘାତରେ ମୃତ୍ୟୁ ହୋଇଛି। December 17, 2025