‘X’ରେ ସରକାରଙ୍କୁ ସମାଲୋଚନା କଲେ ନବୀନ ପଟ୍ଟନାୟକ‘ନାବାଳିକାଙ୍କୁ ଗଣଦୁଷ୍କର୍ମ ଅତ୍ୟନ୍ତ ସ୍ପର୍ଶକାତର ବିଷୟ’‘ରାଜଧାନୀ ଏବେ ଅସୁରକ୍ଷିତ, ଅରାଜକତା ସୀମା ଟପିଛି’‘ଅପରାଧୀ ଭୟଶୂନ୍ୟ, ସରକାର କେବେ ସଜାଗ ହେବେ ’ମହିଳାଙ୍କ ସୁରକ୍ଷା ଦିଗରେ ସରକାର ସଜାଗ ହୁଅନ୍ତୁ: