ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସଂଘର୍ଷ ଘଟଣାରେ ୪ ଗିରଫ।୪ ଅଭିଯୁକ୍ତଙ୍କୁ ଗିରଫ କଲା ଜେନାପୁର ପୋଲିସ।ଅନ୍ୟମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ, ଏସଡିପିଓ ।