
ଜନଗଣନା ପାଇଁ ୧୧୭୧୮ କୋଟି
-୨୦୨୭ ଜନଗଣନା ପାଇଁ ୧୧,୭୧୮.୨୪ କୋଟିର ବଜେଟ୍.
-୧୧,୭୧୮.୨୪ କୋଟିର ବଜେଟ୍କୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ
-ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
-ଦେଶରେ ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା
-୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ପ୍ରସ୍ତୁତ ହେବ ଘର ତାଲିକା
-୨୦୨୭ ଫେବ୍ରୁଆରୀ ମାସରେ ହେବ ଜନଗଣନା
-ଡିଜିଟାଲ ଉପାୟରେ ୨୦୨୭ ଜନଗଣନା ହେବ- ଅଶ୍ବିନୀ ବୈଷ୍ଣବ




