-ଭଦ୍ରକ: ବାଇପାସ୍ ଛକରେ ଥିବା ଔଷଧ ଦୋକାନରୁ ବାହାରିଲା ମଦ ବୋତଲ-ଟାଉନ୍ ପୋଲିସ ସହାୟତାରେ ଯାଞ୍ଚ ବେଳେ ଧରିଲେ ଡ୍ରଗ୍ସ ଇନ୍ସପେକ୍ଟର-ପୂର୍ବରୁ ଔଷଧ ଦୋକାନୀଙ୍କ ବିରୋଧରେ ମଦ ରଖୁଥିବା ଅଭିଯୋଗ ଥିଲା