
ନିଶାମହାରଣାଙ୍କପାଇଁ_ ଭଙ୍ଗାରୁଜା -ଲକ୍ଷ୍ମୀପୁରରେ ଯାତ୍ରା ପରିବେଷଣ ବେଳେ ତୁମୁଳ କାଣ୍ଡ.
- ନିଶା ମହାରଣାଙ୍କୁ ଅନୁମତି ନ ଦିଆଯିବାରୁ ଭଙ୍ଗାରୁଜା
- ପେଣ୍ଡାଲକୁ ନିଶା ମହାରଣାଙ୍କୁ ପୋଲିସ ନ ଛାଡ଼ିବାରୁ ତାତିଲେ ଦର୍ଶକ
- ପୋଲିସ ଉପସ୍ଥିତିରେ ପେଣ୍ଡାଲ ଉପରକୁ ଦର୍ଶକ ଫୋପାଡ଼ିଲେ ଚେୟାର
- ରାତି ୨ଟାରେ ନାଟକ ଆରମ୍ଭ ହେବା ମାତ୍ରେ ଦର୍ଶକଙ୍କ ଭଙ୍ଗାରୁଜା
- ଦର୍ଶକଙ୍କ ତୁମୁଳ କାଣ୍ଡ ପରେ ଅଧାରୁ ବନ୍ଦ ହୋଇଗଲା ଅପେରା




