👉ସୁନାଇଟାଦେବାକୁକହି୪ଲକ୍ଷ_ଠକେଇ
-ନୀଳଗିରି: ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୬ ଜଣ ଗିରଫ
-ସୁନା ଇଟାର ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ଠକେଇ
-ଈଶ୍ୱରପୁର ଫାଣ୍ଡି ଅଞ୍ଚଳରୁ ୬ ଅଭିଯୁକ୍ତଙ୍କୁ ଗିରଫ କଲା ନୀଳଗିରି ପୋଲିସ
-ଅଭିଯୁକ୍ତଙ୍କ ଠାରୁ ୩ ଲକ୍ଷ ଟଙ୍କା ସହ ୫ଟି ମୋବାଇଲ ଓ ୨ଟି ବାଇକ୍ ଜବତ