⭕ବାରବାଟୀରେଆଜିଅଭ୍ୟାସ
👉ପ୍ରଥମ ଟି ଟ୍ବେଣ୍ଟି ପାଇଁ ଆଜି ଅଭ୍ୟାସ କରିବେ ଭାରତ-ଦକ୍ଷିଣ ଆଫ୍ରିକା ଖେଳାଳି
👉କଟକ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ ଦୁଇ ଦଳର ଖେଳାଳି
👉ଅପରାହ୍ନ ୧.୩୦ରୁ ୪.୩୦ ଯାଏ ଅଭ୍ୟାସ କରିବ ଟିମ୍ ଇଣ୍ଡିଆ
👉ଦକ୍ଷିଣ ଆଫ୍ରିକା ଦଳ ସନ୍ଧ୍ୟା ୫.୩୦ରୁ ୮.୩୦ ଯାଏ ଅଭ୍ୟାସ କରିବ
👉ନେଟ୍ ପ୍ରାକ୍ଟିସ ଦେଖିବା ପାଇଁ ଦୁଇଟି ଗ୍ୟାଲେରୀ ଖୋଲା ରହିବ
👉ଗ୍ୟାଲେରୀ ନମ୍ବର ୬ ଓ ୭ରେ ଦର୍ଶକ ମାନେ ଅଭ୍ୟାସ ଦେଖି ପାରିବେ




