⭕ନିଆଁରେପୋଡ଼ିଗୁରୁତରଛାତ୍ରୀଙ୍କମୃତ୍ୟୁ
👉ନିଆଁରେ ପୋଡ଼ି ରାଜଗାଙ୍ଗପୁର ଲାଞ୍ଜିବେରନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ
👉ରାଉରକେଲା IGHରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଛାତ୍ରୀ
👉ନିଜ ଶରୀରରେ କିରୋସିନ ଢାଳି ନିଜକୁ ଜାଳି ଦେଇଥିଲେ ନାବାଳିକା ଛାତ୍ରୀ
👉୯୦% ପୋଡ଼ି ଯାଇଥିଲା, ମୁମୂର୍ଷୁ ଅବସ୍ଥାରେ IGHରେ ଭର୍ତ୍ତି ହୋଇଥିଲେ
👉ଜଣେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ




