-କ୍ରିକେଟର ସ୍ମୃତି ମନ୍ଧାନାଙ୍କ ସ୍ଥିର ହୋଇଥିବା ବାହାଘର ଭାଙ୍ଗିଲା
-ସୋସିଆଲ ମିଡିଆ ପୋଷ୍ଟରେ ଏନେଇ ସ୍ପଷ୍ଟ କଲେ ନିଜେ ମନ୍ଧାନା
-ମୋ ବ୍ୟକ୍ତିଗତ ଜୀବନକୁ ନେଇ କିଛି ଦିନ ହେଲା ଅନେକ କଥା ଉଠିଥିଲା
‘-ତେଣୁ ମୁଁ ସ୍ପଷ୍ଟ କରୁଛି ଯେ ପ୍ରସ୍ତାବିତ ବାହାଘରକୁ ବାତିଲ କରି ଦିଆଯାଇଛି’
-‘ତେଣୁ ମୁଁ ସ୍ପଷ୍ଟ କରୁଛି ଯେ ପ୍ରସ୍ତାବିତ ବାହାଘରକୁ ବାତିଲ କରି ଦିଆଯାଇଛି’