ଯାଜପୁର: ଚାର୍ଜସିଟ୍ ରିପୋର୍ଟକୁ ନେଇ IIC ଓ ASI ମଧ୍ୟରେ ହାତାହାତି। ଅଳକୁଣ୍ଡ ଥାନାରେ IIC ଓ ASI ମଧ୍ୟରେ ହାତାହାତି ଭିଡିଓ ପଦାକୁ ଆସିଲାଉଭୟଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କଲେ ଯାଜପୁର ଏସ୍ପି ।ଗତ ଦୁଇ ଦିନ ତଳେ ଏକ ପୁଅ ଝିଅ ମାମଲାରେ ASI ଚାର୍ଜସିଟ୍ କରିଥିଲେ ।ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗାଳି ଗୁଲଜ ଓ ହାତାହାତି