
-ପ୍ରଶ୍ନପତ୍ର ଭାଇରାଲ୍ର କୌଣସି ସୁଯୋଗ ନାହିଁ କହିଲେ CHSE ନିୟନ୍ତ୍ରକ
-ଆମର ହବ୍ ବ୍ୟବସ୍ଥା ସବୁଠୁ ଦୃଢ଼ ବ୍ୟବସ୍ଥା, AI ନଜରରେ ସବୁ ହବ୍
-କାଉନସିଲ୍ ମଧ୍ୟ ପ୍ରଶ୍ନପତ୍ର ଜାଣିବନି, ପ୍ରିଣ୍ଟିଂ ଷ୍ଟେସନରୁ ସିଧା ହବ୍ ଆସିବ ପ୍ରଶ୍ନପତ୍ର
-ହବ୍ରେ ପ୍ରଶ୍ନପତ୍ର ଖୋଲା ହେବାବେଳେ ସିସିଟିଭିରେ ରେକର୍ଡିଂ ହେବ
-ସେଠାରୁ ସିଧା ଛାତ୍ରଛାତ୍ରୀଙ୍କ ନିକଟକୁ ଯିବ ପ୍ରଶ୍ନପତ୍ର




