
-#ହଷ୍ଟେଲରେଛାତ୍ରଙ୍କୁମାଡ଼: #୪_ଅଟକ
-ଦଶପଲ୍ଲା: ଘରୋଇ ହଷ୍ଟେଲରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ମାଡ଼
-୩ ଦଶମ ଶ୍ରେଣୀ ଛାତ୍ରଙ୍କ ଦ୍ବାରା ପାଇପ୍ ଓ କ୍ରିକେଟ ବ୍ୟାଟରେ ନିସ୍ତୁକ ମାଡ଼
-ନିସ୍ତୁକ ମାଡ଼ର ଭିଡିଓ ଭାଇରାଲ୍, ଲହୁଲୁହାଣ ସହ ହାତ ଭାଙ୍ଗିଥିବା ସୂଚନା]
-ଭିଡିଓ ଭାଇରାଲ୍ ପରେ ୪ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା
-ହଷ୍ଟେଲ ମାଲିକଙ୍କ ସହ ୩ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା




