ରାଜ ଭବନ ହେଲା ଲୋକ ଭବନ**ବଦଳିଲା ରାଜ ଭବନ ନାଁ, ହେଲା ଲୋକ ଭବନ**କେନ୍ଦ୍ର ଗୃହ ମନ୍ତ୍ରାଳୟ ନିଷ୍ପତ୍ତି ଆଧାରରେ ବିଜ୍ଞପ୍ତି ପ୍ରକାଶ**ଭୁବନେଶ୍ୱର ଓ ପୁରୀ ରାଜ ଭବନ ନାଁ ହେଲା ଲୋକ ଭବନ**ସରକାରୀ ଭାବେ ଲୋକ ଭବନ ଲେଖାଯିବ**'X' ରେ ସୂଚନା ଦେଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି*