
ରଣପୁର ଥାନା ଦର୍ପନାରାୟନପୁର ଫାଣ୍ଡିର ଇନ୍ସପେକ୍ଟର ଧର୍ମେନ୍ଦ୍ର ସିଆଳଙ୍କ ଅଭିଯୋଗ ଆଧାରରେ ବନ୍ଧୁକ କାରଖାନା ଠାବ, ଦୁଇ ଗିରଫ। ଦେଶୀ ବନ୍ଧୁକ କାରଖାନାର ବିଭିନ୍ନ ସରଞ୍ଜାମ ସହ ଅଭିଯୁକ୍ତଙ୍କ ଠାରୁ ଦୁଇ ବନ୍ଧୁକ ଓ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ରଣପୁର ଥାନା ଲଡୁକେଶ୍ବର ପ୍ରସାଦ ଗାଁ ର ତୋଫାନ ନାୟକ ଓ ଶରଣକୁଳ ଥାନା ଜାକେଡା ଗ୍ରାମର ପ୍ରଶାନ୍ତ ବିଶ୍ବାଳ।୨ ସଭିଯୁକ୍ତ ଏବେ ଜେଲ ଯିବେ ।




