
*ହାଇକୋର୍ଟଙ୍କ ନିର୍ଦ୍ଦେଶ ତର୍ଜମା କରିବୁ- ମନ୍ତ୍ରୀ.*
*-ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ତର୍ଜମା କରାଯିବ କହିଲେ ଗଣଶିକ୍ଷା ମନ୍ତ୍ରୀ.*
*-ଶିକ୍ଷକ ବଦଳି ନିଷ୍ପତ୍ତିକୁ ହାଇକୋର୍ଟ ଖାରଜ କରିବା ପରେ ପ୍ରତିକ୍ରିୟା.*
*– ବଦଳି କରାଯାଏ’*
*-ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଶିକ୍ଷକ ବଦଳି ହୋଇଥାଏ*
*-‘ରାଜନୈତିକ ହସ୍ତକ୍ଷେପ ନେଇ ହାଇକୋର୍ଟଙ୍କ ଆଦେଶ ତର୍ଜମା କରିବୁ.*
*-ବଦଳିରେ କେମିତି ସ୍ୱଚ୍ଛତା ଆସିବ ସେ ନେଇ ବିଭାଗ କାମ କରିବ- ମନ୍ତ୍ରୀ.*




