ଆଦିଆଲା ଜେଲରେ ଅଛନ୍ତି। ଜେଲ୍ରେ ତାଙ୍କ ମୃତ୍ୟୁକୁ ନେଇ ଗୁଜବ ଉଠିଛି। ଏସବୁ ମଧ୍ୟରେ ରାଉଲପିଣ୍ଡିର ଆଦିଆଲା ଜେଲ ପ୍ରଶାସନ ସ୍ପଷ୍ଟ କରିଛି, ପିଟିଆଇ ପ୍ରତିଷ୍ଠାତା କେବଳ ଜେଲରେ ଉପସ୍ଥିତ ନାହାନ୍ତି ବରଂ ସମ୍ପୂର୍ଣ୍ଣ ସୁସ୍ଥ ମଧ୍ୟ ଅଛନ୍ତି।