*ଦୁର୍ନୀତି ମାମଲା: ହସିନାଙ୍କୁ ୨୧ ବର୍ଷ ଜେଲ୍.*
*-ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀଙ୍କୁ ୨୧ ବର୍ଷ ଜେଲ୍ ଦଣ୍ଡ.*
*-ଏକ ପ୍ରକଳ୍ପରେ ଦୁର୍ନୀତି ନେଇ ଜେଲ୍ ଦଣ୍ଡାଦେଶ ଶୁଣାଇଲେ କୋର୍ଟ.*
*-୩ଟି ପୃଥକ ପୃଥକ ଦୁର୍ନୀତି ମାମଲାରେ ଜେଲ୍ ଦଣ୍ଡାଦେଶ*
*-ପୂର୍ବରୁ ନରସଂହାର ମାମଲାରେ ମୃତ୍ୟୁ ଦଣ୍ଡାଦେଶ କରିଥିଲେ ଅନ୍ୟ ଏକ କୋର୍ଟ.*