
*ଆକ୍ସନ ମୋଡ ରେ କଟକ ଜିଲ୍ଲାପାଳ। ୯୧ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ।ଜନ ଶୁଣାଣିକୁ କାର୍ଯ୍ୟକାରୀ ନକରିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ। କଟକ ଜିଲ୍ଲାର ୯୧ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ।ଏହି ନିର୍ଦ୍ଦେଶ ଦେଲେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭଉସାହେବ ସିନ୍ଧେ।।ଦରମା ବନ୍ଦ ଅଧିକାରୀ ଙ୍କ ମଧ୍ୟରେ ସି ଏମ୍ ସି କମିଶନର, କଟକ ଜିଲ୍ଲା ଏସ ପି, ବାଙ୍କୀ ,ଆଠଗଡ଼ ଉପଜିଲ୍ଲାପାଳ, କଟକ ସି ଡି ଏମ୍ ,ବିଭିନ୍ନ ବ୍ଲକ ର ତହସିଲଦାର ଓ ବିଡ଼ିଓ ମାନେ ମଧ୍ୟ ରହିଛନ୍ତି।*




