ଏସାଇ କେଳେଙ୍କାରୀ: ମାମଲା ଭୁବନେଶ୍ବର ସ୍ଥାନାନ୍ତର-ପୋଲିସ ଏସ୍ଆଇ ଚାକିରି କେଳେଙ୍କାରୀ ମାମଲା-ବ୍ରହ୍ମପୁର ଭିଜିଲାନ୍ସ କୋର୍ଟରୁ ସିବିଆଇକୁ ଦିଆଗଲା ସମସ୍ତ ଡକ୍ୟୁମେଣ୍ଟ.-ଏଣିକି ଭୁବନେଶ୍ବର ସିବିଆଇ କୋର୍ଟରେ ଚାଲିବ ମାମଲା