
-ଲୋକଙ୍କ ସେବକ ହେଇ କାମ କରିବାକୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ
-ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଡ଼ା ତାଗିଦ୍
-ଜିଲ୍ଲାସ୍ତରରେ ସମାଧାନ ହେବା ଭଳି ଅଭିଯୋଗକୁ ନେଇ ଉଦ୍ବେଗ
-ଦୂରଦୂରାନ୍ତରରୁ ଆସୁଥିବା ଲୋକଙ୍କୁ ବସିବାକୁ ଚୌକି ଦିଅ, ପିଇବାକୁ ପାଣି ଦିଅ
-ଧର୍ଯ୍ୟର ସହ ତାଙ୍କ ଅଭିଯୋଗ ଶୁଣ, ନିର୍ଦ୍ଦିଷ୍ଟ ସମୟରେ କାମ ସାର
-ପୂର୍ବରୁ କାର୍ଯ୍ୟାନୁଷ୍ଠାନ ହୋଇଛି, ନିୟମରେ ନ ରହିଲେ କାର୍ଯ୍ୟାନୁଷ୍ଠାନ ହେବ




