
ପୁରୀବାସୀଙ୍କ ପାଇଁ ସୁବିଧା ହେବ: ଆଇନ ମନ୍ତ୍ରୀ.
ଶ୍ରୀମନ୍ଦିରକୁ ପ୍ରବେଶ ନେଇ ପୁରୀବାସୀଙ୍କ ପାଇଁ ସୁବିଧା ହେବ
ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ
‘ଏବେ ପୁରୀକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ବହୁଗୁଣିତ ହୋଇଛି’
‘ଅନ୍ୟ ଭକ୍ତଙ୍କ ଭଳି ପୁରୀ ସହରର ଲୋକ ମଧ୍ୟ ଦର୍ଶନର ସୁବିଧା ପାଆନ୍ତୁ’
ବାହାରୁ ଆସୁଥିବା ଭକ୍ତମାନେ ଠିକ୍ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ’
ଗୁରୁକୂଳ ପ୍ରୋଜେକ୍ଟରେ ଥିବା ସମସ୍ତ ଅସୁବିଧା ଦୂର ହୋଇସାରିଛି’




