
ପିଲାଙ୍କୁ ଶୀଘ୍ର ଦିଅ ୟୁନିଫର୍ମ: ଗଣଶିକ୍ଷା ମନ୍ତ୍ରୀ.
ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ୍ ଦେବାରେ ବିଳମ୍ବକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ବେଗ
ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ.
-‘୮୦%ରୁ ଅଧିକ ସ୍କୁଲ୍ ପିଲାଙ୍କୁ ୟୁନିଫର୍ମ ଦିଆଯାଇ ସରିଲାଣି’
-‘କିଛି କିଛି ସ୍ଥାନରେ ପିଲାଙ୍କୁ ୟୁନିଫର୍ମ ଦେବାରେ ହେଉଛି ବିଳମ୍ବ’
-ୟୁନିଫର୍ମ ଦେବାରେ ବିଳମ୍ବ କରୁଥିବା SHGକୁ ବାତିଲ୍ ପାଇଁ ନିର୍ଦ୍ଦେଶ
-ଅନ୍ୟ କାହାକୁ ୟୁନିଫର୍ମ ତିଆରି ପାଇଁ ଦାୟିତ୍ୱ ଦିଆଯିବ- ନିତ୍ୟାନନ୍ଦ ଗଣ୍ଡ.




