ମାଆଝିଅକୁ ହାଣି ଲୁଟିଲେ
ବାସୁଦେବପୁର: ଘରେ ପଶି ମାଆଝିଅକୁ ଭୁଜାଲିରେ ହାଣି ଲୁଟିଲେ ଦୁର୍ବୃତ୍ତ.
ବନ୍ଧୁକ ଦେଖାଇ ଭୁଜାଲିରେ ହାଣି ସୁନା, ଟଙ୍କା ଲୁଟିନେଲେ ଦୁର୍ବୃତ୍ତ.
କଶିଆ ସାମୁଦ୍ରିକ ଥାନା ପାଳସାହି ଗାଁରେ ୪ ଦୁର୍ବୃତ୍ତଙ୍କ ସଶସ୍ତ୍ର ଲୁଟ୍.
-୨ ଫେରାର, ଆଉ ୨ ଜଣଙ୍କୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ