
-ବାଂଲାଦେଶରେ ଉତ୍ତେଜନା; ହାଇଆଲର୍ଟରେ ପୂରା ଦେଶ*
*-ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ୍ଙ୍କ ରାୟ ପୂର୍ବରୁ ହାଇଆଲର୍ଟ.*
*-ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ.*
*-ରାୟ ପୂର୍ବରୁ ବାଂଲାଦେଶରେ ଉତ୍ତେଜନା, ବିଭିନ୍ନ ସ୍ଥାନରେ ବିସ୍ଫୋରଣ ସୂଚନା*
*-ଶେଖ୍ ହାସିନାଙ୍କ ପାର୍ଟି ଆୱାମୀ ଲିଗ୍ ପକ୍ଷରୁ ଦେଶରେ ବନ୍ଦ ପାଳନ*
*-ହିଂସା ଭିଆଇଲେ ତୁରନ୍ତ ଗୁଳି କରିବାକୁ ପୋଲିସକୁ ସରକାରଙ୍କ ନିର୍ଦ୍ଦେଶ*




