-ଦିଲ୍ଲୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି
-LNJP ହସ୍ପିଟାଲ୍ରେ ଆଜି ଆଉ ୨ ଜଣଙ୍କ ମୃତ୍ୟୁ ପରେ ସଂଖ୍ୟା ୧୫କୁ ବୃଦ୍ଧି।#ଦିଲ୍ଲୀ_ବିସ୍ଫୋରଣ: ଅପରପକ୍ଷେ
-ଦିଲ୍ଲୀ ଆତ୍ମଘାତୀ ବିସ୍ଫୋରଣ ଘଟଣା; ଦ୍ବିତୀୟ ସହଯୋଗୀ ଗିରଫ
-ଦ୍ବିତୀୟ ସହଯୋଗୀ ଜସିର ବିଲାଲ ୱାନିକୁ ଗିରଫ କଲା NIA
-ଶ୍ରୀନଗରରୁ ଗିରଫ, ଆକ୍ରମଣ ପାଇଁ ଟେକ୍ନିକାଲ୍ ସପୋର୍ଟ ଦେଉଥିଲା