ଲାଞ୍ଚୁଆ ପୋଲିସ ASI ଗିରଫଏକ ପାରିବାରିକ ବିବାଦର ତଦନ୍ତକାରୀ ଅଧିକାରୀ ଥାଇ; ସମାଧାନ ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଗଲେ ଭୁବନେଶ୍ଵର ବାଲିଅନ୍ତା ଥାନା ASI ସୋମନାଥ ପଲେଇ, ଟଙ୍କା ନେବା ସମୟରେ ସୋମନାଥଙ୍କୁ ଧରିଲା ଭିଜିଲାନ୍ସ ଟିମ୍