
- ବାରମ୍ବାର ଧରାପଡ଼ିଲେ ଷ୍ଟଲ୍କୁ ନା
- -ବାଲିଯାତ୍ରା ପଡ଼ିଆରେ ଫୁଡ୍ ସେଫ୍ଟିର ରେଡ୍ ପରେ ଆକ୍ସନ୍
- -ଫୁଡ୍ ସେଫ୍ଟିର ରେଡ୍କୁ ନେଇ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା
- -‘ବାରମ୍ବାର ନିମ୍ନ ମାନର ଖାଦ୍ୟ ବିକ୍ରି କରୁଥିବା ଷ୍ଟଲ୍ ଉପରେ ହେବ ଆକ୍ସନ୍’
- -‘ବାରମ୍ବାର ଅପମିଶ୍ରଣ ଖାଦ୍ୟ ବିକ୍ରି ଧରାପଡ଼ିଲେ ଷ୍ଟଲ୍ ପକାଇବାକୁ ଅନୁମତି ମିଳିବନି’
- -‘ଆସନ୍ତାବର୍ଷରୁ ଆଉ ଦୋକାନ ଖୋଲିବାକୁ ମିଳିବନି ଅନୁମତି’
- -ଆଜି ୫୦ରୁ ଊର୍ଦ୍ଧ୍ବ ଷ୍ଟଲ୍ ଯାଞ୍ଚ ସହ ଗୋଟିଏ ଫୁଡ୍ ଷ୍ଟଲ୍କୁ ସିଲ୍ କରାଯାଇଛି.




