
-SI ସ୍କାମ୍: ଅଭିଯୁକ୍ତ ଶଙ୍କର ପୃଷ୍ଟିର ହେବ ଲାଏ ଡିଟେକ୍ସନ୍ ଟେଷ୍ଟ୍
-ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକର ବି ହେବ ଲାଏ ଡିଟେକ୍ସନ୍ ଟେଷ୍ଟ୍
-ତଦନ୍ତରେ ସହଯୋଗ କରୁନଥିବାରୁ ନିଷ୍ପତ୍ତି ନେଇଛି କ୍ରାଇମବ୍ରାଞ୍ଚ
-କ୍ରାଇମବ୍ରାଞ୍ଚକୁ ଶଙ୍କର ଦେଉନାହିଁ ସନ୍ତୋଷଜନକ ଉତ୍ତର
-ବିଭ୍ରାନ୍ତ ତଥ୍ୟ ଦେଇ ଅଫିସରଙ୍କୁ ଭୁଆଁ ବୁଲାଉଛି ଶଙ୍କର
-ଆସନ୍ତାକାଲି ଶଙ୍କର ପୃଷ୍ଟିର ସରିବ ରିମାଣ୍ଡ ଅବଧି




