-ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ନିତିନ ଗଡ଼କରୀ-୮୪ତମ ରୋଡ୍ କଂଗ୍ରେସ ସମାବେଶର ଉଦ୍ଘାଟନ କରିବେ ନିତିନ-ସିଏମ୍ ମୋହନ ମାଝୀଙ୍କ ସହ ଆଇନ ମନ୍ତ୍ରୀ ଓ ସଚିବ ଉଷା ପାଢ଼ୀ କଲେ ସ୍ୱାଗତ