ବିଶାଖା ବସ୍ ଡ଼୍ରାଇଭର ମୃତ ll ହୃଦ୍ଦଘାତ ରେ ମୃତ ହୋଇଥିବା ସୂଚନା l ବସ ଟି ଭୁବନେଶ୍ବର ରୁ ସୋରଡା ଯାଉଥିବା ବେଳେ ବୋଲଗଡ଼ ଠାରେ ଅସୁସ୍ଥତା ଅନୁଭବ କରିବାରୁ ତୁରନ୍ତ ବୋଲଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡ଼ାକ୍ତର ମୃତ ଘୋଷଣl କରିଥିଲେ l ଚାଳକଙ୍କ ନାମ ଶରତ ଘର ଗୋଡ଼ିଆଳି ବୋଲି ଜଣାପଡିଛି l