-ଦକ୍ଷିଣ କୋରିଆରେ ଡୋନାଲ୍ଡ ଟ୍ରମ୍ପ-ଜିନପିଙ୍ଗ ସାକ୍ଷାତକାର-ଟାରିଫ ୱାର ମଧ୍ୟରେ ଉଭୟ ନେତାଙ୍କ ଭେଟ-ଚୀନ ଉପରେ ଅତିରିକ୍ତ ୧୦୦% ଶୁଳ୍କ ଲଗାଇଛି ଆମେରିକା-ନଭେମ୍ବର ୧ରୁ ଶୁଳ୍କ କାର୍ଯ୍ୟକାରୀ ହେବା ପୂର୍ବରୁ ଭେଟ୍ଘାଟ