⭕ଗଞ୍ଜେଇଭର୍ତ୍ତିକାର୍ଜବତ #ଜଣେଗିରଫ
-କାର୍ ଭିତରୁ ୧୭୧ କେଜିର ଗଞ୍ଜେଇ ଜବତ, ଜଣେ ଗିରଫ
-ମୟୂରଭଞ୍ଜ କପ୍ତିପଦା ଅଞ୍ଚଳରୁ ଧରାପଡ଼ିଲା ଗଞ୍ଜେଇ ଭର୍ତ୍ତି କାର୍
-ପାଖାପାଖି ୫୦ କିମି ଗୋଡ଼ାଇ ଗଞ୍ଜେଇ ଗାଡ଼ିକୁ ଧରିଲା NCB
-ବିଳାସପୂର୍ଣ୍ଣ କାର୍ରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲା
-ଜଣଙ୍କୁ ଧରିବା NCB ଟିମ୍, ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର୍