#ବନ୍ଧୁକଦେଖାଇନେଇଗଲେ୪୦ଭରି_ସୁନା !
-ବନ୍ଧୁକ ଦେଖାଇ, ହାତଗୋଡ଼ ବାନ୍ଧି ୪୦ ଭରି ସୁନା ଲୁଟ୍ ଅଭିଯୋଗ
-ବଣାଇ ଥାନା ହାଟପଦା ନିକଟରେ ବ୍ୟବସାୟୀଙ୍କ ଘରେ ପଶି ଲୁଟ୍
-ବିଧବା ମହିଳା ଓ ତାଙ୍କ ଝିଅକୁ ବାନ୍ଧି ଲୁଟି ନେଇଗଲେ ୫ ମୁଖାପିନ୍ଧା ଦୁର୍ବୃତ୍ତ
-ଘରେ ଥିବା ଜଣେ କର୍ମଚାରୀଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ
-୪୦ ଭରି ସୁନା ସହ ନଗଦ ୨୫ ଲକ୍ଷ ଟଙ୍କା ନେଇ ୫ ଦୁର୍ବୃତ୍ତ ଫେରାର




