ପୁରୀ ରୁ ଦଶପଲ୍ଲା ଏବଂ ଦଶପଲ୍ଲାରୁ ପୁରୀ ଅତିରିକ୍ତ ଟ୍ରେନ୍ l ଟ୍ରେନରେ ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରୀଙ୍କ ଭିଡକୁ ଦୂରେଇବା ପାଇଁ ଅତିରିକ୍ତ ରେଳ ଚାଲିବ l ପୁରୀକୁ 68404 (PURI-KUR)/68403 (KUR-PURI) ମେମୁ ଟ୍ରେନର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣ l -26/10/2025 ରୁ 06/11/2025 ପର୍ଯ୍ୟନ୍ତ ସମ୍ପ୍ରସାରଣ l 68404 (PURI-KUR) ମେମୁର ଦଶପଲ୍ଲା ପର୍ଯ୍ୟନ୍ତ 26/10/2025 ରୁ 05/11/2025 ପର୍ଯ୍ୟନ୍ତ ଏବଂ 68403 (KUR-PURI) ମେମୁର ଦଶପଲ୍ଲାରୁ 27/10/2025 ରୁ ରୁ 06/11/2025 ପର୍ଯ୍ୟନ୍ତ ବିସ୍ତାର କରିବାକୁ ନିଷ୍ପତ୍ତି ନିଆ ଯାଇଛି l




