
ନୂଆପଡ଼ା ପାଇଁ ପ୍ରସ୍ତୁତି ସରିଛି: CEO
-ନୂଆପଡ଼ା ଉପନିର୍ବାଚନ ନେଇ CEO ଆର୍ଏସ୍ ଗୋପାଳନଙ୍କ ସମୀକ୍ଷା
-ଅତିରିକ୍ତ ଡିଜିପି ସଞ୍ଜୟ କୁମାରଙ୍କ ସହ ଗସ୍ତ କରି ୩ ପର୍ଯ୍ୟାୟରେ ବୈଠକ କଲେ
-‘ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ହୋଇଛି, ସବୁକିଛି ଠିକ୍ ଠାକ୍ ଚାଲିଛି’
-‘ଆଚରଣବିଧି ଉଲ୍ଲଙ୍ଘନ ନେଇ କିଛି ଅଭିଯୋଗ ଆସିଛି, ଅନୁଧ୍ୟାନ ଚାଲିଛି’
-‘ନୂଆପଡ଼ାରେ ୩୫୦ ବୁଥ୍; ଏଥିରୁ ନୂଆ କରି ହୋଇଛି ୫୬ ବୁଥ୍’
-‘୬ଟି ପିଙ୍କ୍ ବୁଥ୍ ହୋଇଛି, ମହିଳା ପୋଲିଂ ଅଫିସର ପରିଚାଳନା କରିବେ’
-‘ଓଡ଼ିଶାରେ ମଧ୍ୟ SIR ହେବ, ମ୍ୟାପିଂ ଆରମ୍ଭ ହୋଇଯାଇଛି’




