
*👉-କୁମ୍ଭୀର ମୁହଁରୁ ଛେଳିକୁ ବଞ୍ଚାଇବାକୁ ଯାଇ ହାତ ହରାଇଲେ ଯୁବକ*
*👉-ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଝାମ୍ପୁଲି ଗାଁରେ ଅଘଟଣ*
*👉-ଜୋରରେ ଚରିବା ବେଳ ଛେଳିକୁ ଟାଣି ନେଇଥିଲା କୁମ୍ଭୀର*
*👉କୁମ୍ଭୀର ମୁହଁରୁ ଛେଳିକୁ ବଞ୍ଚାଇବାକୁ ପାଣିକୁ ଡେଇଁ ପଡ଼ିଥିଲେ ଯୁବକ*
*👉ସଂଘର୍ଷ ପରେ କୁମ୍ଭୀର ମୁଁହରୁ ଛେଳିକୁ ବଞ୍ଚାଇ ଆଣିଥିଲେ*
*👉କିନ୍ତୁ କୁମ୍ଭୀର ଆକ୍ରମଣରେ ନିଜର ଗୋଟିଏ ହାତ ହରାଇଲେ ଯୁବକ*
*👉-ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର*




