
SI ପରୀକ୍ଷା ସ୍କାମ୍; CBI ତଦନ୍ତ ସୁପାରିସ୍ -ପୋଲିସ SI ସ୍କାମ୍; CBI ତଦନ୍ତ ପାଇଁ ସୁପାରିସ୍.
-CBI ତଦନ୍ତ ପାଇଁ ସୁପାରିସ୍ କଲେ ମୁଖ୍ୟମନ୍ତ୍ରୀ.
-ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ
-ଦୁର୍ନୀତିର ଚେର ଆନ୍ଧ୍ର ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପି ଥାଇପାରେ
-ଏସବୁକୁ ଦୃଷ୍ଟିରେ ରଖି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ ପାଇଁ CBI ତଦନ୍ତ ସୁପାରିସ
-ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି.