ସାଲେପୁର: ଭଦ୍ରେଶ୍ବର ଥାନାରୁ ଚମ୍ପଟ୍ ମାରିଲା ଅଭିଯୁକ୍ତନାବାଳିକା ଅପହରଣ ଘଟଣାରେ ଥାନାକୁ ଆଣିଥିଲା ପୋଲିସବାଲେଶ୍ବର ସୋର ଅଞ୍ଚଳରୁ ନାବାଳିକାକୁ ଅପହରଣ ମାମଲାରେ ଆସିଥିଲାଥାନା ପରିସରରୁ ଚମ୍ପଟ ମାରିଲା, ଏଯାବତ ଅପହୃତାର ପତ୍ତା ମିଳୁନି