#ଅସ୍ତ୍ରବିରତିପାଇଁପାକିସ୍ତାନଆଫଗାନିସ୍ତାନରାଜି ଦୋହାରେ ଆଲୋଚନା ପରେ ଉଭୟ ପକ୍ଷ ରାଜିତୁର୍କୀ ଓ କତାରର ମଧ୍ୟସ୍ଥତା ପରେ ସହମତିସୀମାରେ ଉତ୍ତେଜନା ହ୍ରାସ ପାଇଁ ଉଭୟ ଦେଶର ସହମତି୨ ସପ୍ତାହ ଧରି ସୀମାରେ ଲାଗି ରହିଥିଲା ଉତ୍ତେଜନାକତାରରେ ପାକ୍ ଓ ଆଫଗାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଲୋଚନା