ଆସନ୍ତା ସୋମବାର ଦୀପାବଳି ପାଇଁ ଅତିରିକ୍ତ ଛୁଟି ଘୋଷଣା
ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି
ନିର୍ବାଚନ ପ୍ରକ୍ରିୟା କାରଣରୁ ନୂଆପଡ଼ାରେ ଅତିରିକ୍ତ ଛୁଟି ଲାଗୁ ହେବନି
ସୋମବାର ଦିନ ନୂଆପଡ଼ା ଜିଲ୍ଲାରେ ସ୍କୁଲ ଓ କଲେଜ ଖୋଲା ରହିବ
ନୂଆପଡ଼ାରେ କେବଳ ମଙ୍ଗଳବାର ଓ ଅନ୍ୟ ଜିଲ୍ଲାରେ ସୋମ, ମଙ୍ଗଳବାର ଛୁଟି